ଗାଁ ବିଲରୁ ଶିଶୁର ଶବ ଉଦ୍ଧାର

12

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ସଦର ବ୍ଲକ ଗୋପାଳପୁର ଭୋଇ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି। ଗତ ୨-୩ ଦିନ ଏହି ଶିଶୁର ଶବ ଗାଁ ବିଲରେ ପଡିରହିଥିଲ।ସେ ୬ ରୁ ୭ ବର୍ଷର ଶିଶୁଟି ବୋଲି ଜଣାପଡୁଛି । ତେବେ ତାର ପରିଚୟ ମିଳିପାରିନାହିଁ। ମୃତଦେହ ସେଠାକୁ କିଭଳି ଆସିଲା,କିଏ ଓ କିଭଳି ପକାଇଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି।ମୃତ ଶିଶୁ ର ଅଣ୍ଟାରେ ଏକ କଳା ରଙ୍ଗର ଫିତା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More