ଗରୀବ ମତ୍ସ୍ୟଜୀବୀ ମାନଙ୍କ ନାମରେ ଶହଶହ କୋଟି ଟଙ୍କା ଋଣ ଜାଲିଆତି

15

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଓ ଚନ୍ଦ୍ରଭାଗାରେ ଗରୀବ ମତ୍ସ୍ୟଜୀବୀ ମାନଙ୍କ ନାମରେ ଶହଶହ କୋଟି ଟଙ୍କା ଋଣ ସେମାନେ ନଜାଣି ଜାଲିଆତି ହୋଇଛି। ଏଥିରେ ସଂପୃକ୍ତ ମତ୍ସ୍ୟ ବିଭାଗ ଅଧିକାରୀ ,ବ୍ୟାଙ୍କ୍ କର୍ମଚାରୀ ଓ ଡଙ୍ଗା, ଜାଲ, ଇଞ୍ଜିନ୍ ଯୋଗାଉଥିବା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବିରେ ପୁରୀ ଭିଜିଲାନ୍ସ ଅଫିସ ଓ ମତ୍ସ୍ୟ ଅଧିକାରୀ ଅଫିସ ଘେରାଉ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More