ଗରିବ ବନ୍ଧୁ ନାରୀଶକ୍ତି ସଂଗଠନର ଗୁରୁ ମନ୍ତ୍ର ସହିତ ଦାୟିତ୍ୱ ହସ୍ତାନ୍ତର

62

Get real time updates directly on you device, subscribe now.

କେନ୍ଦ୍ରପାଡ଼ା(ସଂଘର୍ଷ ମିଡିଆ) : –ଆଜି ଗରିବ ବନ୍ଧୁ ନାରୀ ଶକ୍ତି ସୋଛ ଭାରତ ସଂଗଠନ ପକ୍ଷରୁ ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆସିଥିବା ବିଭିନ୍ନ ବ୍ଲକର ସଭାପତି ଓ ସମ୍ପାଦକ ମାନଙ୍କୁ ଜିଲ୍ଲା ସଗଠନର ସଞ୍ଜୋଜୋକ ଅବସର ଆର୍ମି ପ୍ରମୋଦ କୁମାର ପରିଡା ଓ ସଂଗଠନର ଜିଲ୍ଲା ସଭାନେତ୍ରୀ ଦୌପଦୀ ମଲ୍ଲିକ ଗରିବ ବନ୍ଧୁ ନାରୀ ଶକ୍ତି ସୋଛ ଭାରତ ସଂଗଠନ ରେ ରହି ଦୀର୍ଘ ବର୍ଷରୁ କାର୍ଯ୍ୟ କରି ଆସୂଥିବା ବ୍ଲକ ସଭାନେତ୍ରୀ ଓ ସମ୍ପାଦକ ମାନଙ୍କୁ ନିଜର ଦାୟିତ୍ଵ ଦିଆଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ଉପରସ୍ଥ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଗରିବ ବନ୍ଧୁ ନାରୀ ଶକ୍ତି ସୋଛ ଭାରତ ସଂଗଠନ ର କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହିତ ସରକାରଙ୍କ ପକ୍ଷରୁ ଆସୁଥିବା ଯୋଜନା ରୁ ପ୍ରକୃତ ହିତାଧିକାରୀ ମାନେ କିପରି ବାଦ୍ ନପଡିବେ, ଦୃବଳ ଲୋକଟି ଉପରେ ସବଳର ଜୁଲମ, ଖୋଲମ୍ ଖୋଲା ଦୃନିତୀ ସହିତ ନିରୀହ ଲୋକମାନଙ୍କୁ କିପରି ସାହାଯ୍ୟ କରାଯିବ ସହିତ ସଂଗଠନର ବିଭିନ୍ନ କାର୍ଯ୍ୟ ସୈଳି ଓ ସଂଗଠନର ଗୁରୁ ମନ୍ତ୍ର ଦେବା ସହିତ ବ୍ଲକର ସଭାନେତ୍ରୀ ଓ ସମ୍ପାଦକ ମାନଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିବା ନେଇ ସୂଚନା ଦେଇଛନ୍ତି ସଂଗଠନ ର ସଞ୍ଜୋଯୋକ ପ୍ରମୋଦ ପରିଡା ଓ ସଭାନେତ୍ରୀ ଦୌପଦୀ ମଲ୍ଲିକ।
ପଟ୍ଟାମୁଣ୍ଡାଇ ରୁ ଶକ୍ତି ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More