ଗରିବଙ୍କ ପାଇଁ ଅପହଞ୍ଚ ଦୂରରେ ସରକାରଙ୍କ ଆବାସ ଯୋଜନା

15

Get real time updates directly on you device, subscribe now.

କଳାହାଣ୍ଡି ( ସଂଘର୍ଷ ମିଡିଆ ) : ଘର ଭାଙ୍ଗି ଜାଇ ଥିଲେ ମଧ୍ୟ ମିଳି ନାହିଁ ସରକାରଙ୍କ ଆବାସ ଯୋଜନା । ସରକାର ନିରୀହ ଗରିବ ଲୋକମାନଙ୍କ ପାଇଁ ଯୋଜନା ଉପେରରେ ଯୋଜନା କରିଥିେଲ ମଧ୍ୟ ଘର  ମିଳି ନାହିଁ କିଛି ନିରୀହ ଲୋକଙ୍କୁ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା କଲ୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଥ୍ ଗାଆଁର ଦୃଶ୍ୟ ଗତବର୍ଷ ଘର ଭାଙ୍ଗି ଯାଇ ଥିବା ବେଳେ ଆର ଆଈ୍ ଆସି କିଛି ଯରିପାଲ ଦେଇଥିଲେ । କିନ୍ତୁ ଗୋଟିଏ ବର୍ଷ ବିତୀଯାଇ ଥିଲେ ମଧ୍ୟ ମିଲି ନାହିଁ । ଦିନ କାଟୁଛନ୍ତି  ସେଇ ନୀରିହ ବିଧବା ମହିଳା, ତାଙ୍କୁ ମିଳି ନାହିଁ ଆବାସ ଯୋଜନାରେ ଘର ଓ ସେଇ ଭଙ୍ଗା ଘର କେତେବେଳେ ବି ମହିଳାଙ୍କ ମୃତ୍ୟୁ ଘଟିବାର ସମ୍ଭାବନା ରହିଛି । କେବେ ପଡିବ ପ୍ରସାଶନ୍ର ନଜର ଦେଖିବାକୁ ବାକି ରହିଲା । କଲାହାଣ୍ଡି ଜିଲ୍ଲାରୁ ରାଜେଶଙ୍କ ସହିତ ଭିଷ୍ମ ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More