ଗତକାଲି ରାତିରେ ମତେ ଏକ ନମ୍ବର ରୁ ଭିଡ଼ିଓ କଲ୍ ଆସିଲା ତାପରେ ଏହି ଅବସ୍ଥା , ମୁଁ ସଚେତନ ଥିଲି ବୋଲି ବଞ୍ଚିଗଲି

27

Get real time updates directly on you device, subscribe now.

ଭୁବନେଶ୍ବର (ସଂଘର୍ଷ ମିଡିଆ) : ଏବେ ସୋସିଆଲ ମିଡ଼ିଆ ଯୁଗରେ ସମସ୍ତେ ଦିନମାନ ସୋସିଆଲ ମିଡିଆରେ ଅନଲାଇନ୍ ରହୁଛନ୍ତି । ଅଡିଓ ଭିଡିଓ କଲରେ କଥା ସହ ଚାଟିଂ ମଧ୍ୟ ଚାଲୁଛି । ଏହାର ସୁଯୋଗ ନେଇ ଅନେକ ଯୁବକ ଯୁବତୀ ଖରାପ ରାସ୍ତାରେ ଯାଇ ବାହାର ରାଜ୍ୟରୁ ୱାଟସପ୍ଫେସବୁକ୍ ମଧ୍ୟମରେ ଡାଇରେକ୍ଟ ଭିଡିଓ କଲ୍ କରୁଛନ୍ତି । କଲ୍ ଉଠାଇବା ମାତ୍ରେ ନିଜର ପ୍ରାଇଭେଟ୍ ପର୍ଟ ଦେଖାଇ ସ୍କ୍ରିନ ଭିଡିଓ କରି ବ୍lକମେଲ କରୁଛନ୍ତି । କିନ୍ତୁ ଅନେକ ଜାଗାରେ ଏହା ଲୋକ ଲୋଚନକୁ ଆସୁନାହିଁ କି ଅଭିଯୋଗ କଲାପରେ ପୋଲିସ୍ ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି । ସେଥି ପାଇଁ କିଛି ଯୁବପିଢି ଏହାକୁ ବଡ଼ ବ୍ୟବସାୟ କରି ସାରିଲେଣି । ଏହା ଫଳରେ ଅନେକ ଲୋକ ବ୍ଲକମେଲର ଶିକାର ହେଉଛନ୍ତି ମାନସିକ ନିର୍ଯାତନା ମଧ୍ୟ ପାଉଛନ୍ତି ପଇସା ନ ଦେଇପାରିଲେ ଲୋକ ଲଜ୍ୟକୁ ଡରି କିଛି ଯୁବପିଢୀ ଜୀବନ ମଧ୍ୟ ହାରି ଦେଉଛନ୍ତି । ଏହା ବନ୍ଦ ହେବା ଆବଶ୍ୟକ ସମସ୍ତେ ସଚେତନ ହେବା ଜରୁରୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More