ଗଞ୍ଜେଇ ଗଛ ନଷ୍ଟ କଲେ ମାଲକାନଗିରି ପୋଲିସ

37

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : -ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ଗ୍ରାମ ପଞ୍ଚାୟତ ର ଦୁଇଟି ଗ୍ରାମରେ ଚଡାଉ କରି ବେଆଇନ ଭାବେ ଚାଷ କରାଯାଇଥିବା 38.000 ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ।ଚିତ୍ରକୋଣ୍ଡା ପୋଲିସ ଯବାନ ଓ ଅବକାରୀ ବିଭାଗର ମିଳିତ ଚଡାଉରେ ଖାଲପଦର ଓ କାଦଗୁମା ଏହି ଦୁଇଟି ଗ୍ରାମରେ ପ୍ରାୟ ତିରିଶ ଏକର ଜମିରେ ହୋଇଥିବା 38,000 ବେଆଇନ ଗଂଜେଇ ଗଛ ନଷ୍ଟ କରାଯାଇଛି।ଏହି ବିପୁଳ ପରିମାଣର ଗଞ୍ଜେଇ ନଷ୍ଟ ବେଳେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତଥା ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ଅଶୋକ ମାଝୀଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା sdpo ଆଲେକ୍ସ କିସ୍ପଟାଙ୍କ ନେତୃତ୍ବରେ କରାଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More