ଗଞ୍ଜାମ ଜିଲ୍ଲାପାଳଙ୍କ ବଡ ନିଷ୍ପତ୍ତି, ବାହାରେ ଛେପ ପକାଇଲେ ଗଣିବେ ୫୦୦ ,ମାସ୍କ , ନବାନ୍ଧି ବାହାରକୁ ଆସିଲେ ୨୦୦ ଟଙ୍କା ଜରିମାନା

20

Get real time updates directly on you device, subscribe now.

ଗଞ୍ଜାମ ( ସଂଘର୍ଷ ମିଡିଆ ) : ମହାମାରୀ କରୋନା ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବଡ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶନାମା ଅନୁସାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କାର ଜରିମାନା ଏବଂ ମାସ୍କ , ଗାମୁଛା କିମ୍ବା ରୁମାଲ ନବାନ୍ଧି ବାହାରକୁ ଆସିଲେ ୨୦୦ ଟଙ୍କା ଜରିମାନା ଦେବାକୁ ପଡିବ । ସେହିପରି ଜିଲ୍ଲାରେ ଲୋକମାନେ ପରସ୍ପର ମଧ୍ୟରେ ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More