ଗଜ ଲଷ୍ମୀ ପୂଜା କମିଟି ତରଫରୁ ଅର୍ଣ୍ଣଭୋଗର ଆୟୋଜନ

64

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପାପଡାହାଣ୍ଡି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ତଣ୍ଡାଗୁଡା ମାଆ ଗଜ ଲଷ୍ମୀ ପୂଜା କମିଟି ତରଫରୁ ସନ୍ଧ୍ୟା ସମୟରେ ଅର୍ଣ୍ଣଭୋଗ ର ଆୟୋଜନ କରାଯାଇଥିଲା | ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ , ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା , ସ୍ଥାନୀୟ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ , ସମାଜ ସେବୀ ତ୍ରିନାଥ ଅମନାତ୍ୟ , କୁକୁ ଶର୍ମା , ସତପାଳ ବାବୁ ଯୋଗ ଦେଇଥିଲେ | ଏହି ଅର୍ଣ୍ଣଭୋଗ ସ୍ଥାନୀୟ ଲୋକ ଏବଂ ଅତିଥିମାନଂକ ପାଇଁ ହୋଇଥିଲା | ଏଥିରେ ପାଖା ପାଖି ସାତ ଶହ ଲୋକ ଅର୍ଣ୍ଣଭୋଗ କରିଥିବା କମିଟି ସଭାପତି ରାମ କୃଷ୍ଣ ପୂଜାରୀ ସୂଚନା ଦେଇଛନ୍ତି | ପୂଜା କମିଟି ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଉମାଶଙ୍କର ବିଷୋୟୀ , ଭବାନୀ ବିଷୋୟୀ , କନକା ଅମନାତ୍ୟ,ଅସ୍ତମା ଅମନାତ୍ୟ , ଜଗ କୁମ୍ଭାର , ସଦା ପୂଜାରୀ, ମକୁନ୍ଦ ଭତରା , ଡାଳିମ୍ବ , ରମା, ଗୁରୁବାରୀ, ମଙ୍ଗଳୁ ଅମନାତ୍ୟ ସଦନ , ଦୁର୍ଯ୍ୟୋଧନ ପୂଜାରୀ , କେଶବ ପ୍ରମୁଖ ଉପସ୍ଥିତ ରହି ଏହି ଅର୍ଣ୍ଣଭୋଗକୁ ପରିଚାଳନା କରିଥିଲେ | ରାତିରେ ଶ୍ରଦ୍ଧାଳୁଙ୍କ ପାଇଁ ଦେଶିଆ ନାଟର ଆୟୋଜନ କରାଯାଇଥିଲା l ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More