ଗଛରେ ପିଟିହୋଇ ବାଇକ୍ ଆରୋହି ମୃତ

10

Get real time updates directly on you device, subscribe now.

କନ୍ଦରପୁର(ସଂଘର୍ଷ ମିଡିଆ ) : -ମାଛଗାଁ ୫୫ନମ୍ବର ଜାତୀୟ ରାଜପଥ ଦଳେଇଘାଇ ନିକଟରେ ଏକ ଗଛରେ ପିଟିହୋଇ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି ।ମୃତକ ଜଣକ ହେଲେ ନାଉଗାଁ ଥାନା ଅନ୍ତର୍ଗତ ଚାନ୍ଦଖାଁପାଟଣା ଗ୍ରାମର ସୌଭାଗ୍ୟରଞ୍ଜନ ପାଢ଼ୀ ବୟସ ୨୩ ବର୍ଷ,ପ୍ରତ୍ୟକ୍ଷ ଦର୍ଶୀଙ୍କ କରିବା ଅନୁଯାୟୀ ମୃତ ଯୁବକ ଜଣକ ଏକ ବାଇକ୍ ନମ୍ବର OD-21-H-0533 ରେ ଜଗତସିଂହପୁର ରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଯାଇଥିଲେ।ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଠାଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ବିରିଡି ଥାନା ପୋଲିସ ଦୁଘଟଣା ଗ୍ରସ୍ଥ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More