ଖୁସିରେ ଅଛନ୍ତି ଠିକାଦାର, ଦୁଃଖରେ ଅଛନ୍ତି ଗ୍ରାମବାସୀ

36

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ସରକାରଙ୍କର ତରଫରୁ ଦୀର୍ଘ ୨୦୧୮ରୁ ରାଉରକେଲା ଝିର ପାଣି ସ୍ଥିତ ମୀଟକୁନ୍ଦ୍ରି ପାଖରେ ପୋଲଟି ତିଆରି କରାଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା।,ଏହି ପୋଲଟି ଦ୍ୱାରା ୧୨ ଟି ପଞ୍ଚାୟତର ଗ୍ରାମବାସୀ ଉପକୃତ ହୋଇଥାନ୍ତେ, କାମ ଆରମ୍ଭ ହେଲା ୨୦୨୦ ରେ ବ୍ରିଜଟି ରେଡି ହେବାକଥା କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ରିଜଟି ଅଧା ପନ୍ତରିଆ ହୋଇ ପଡ଼ିରହିଛି। ଆଠ କୋଟିର ପ୍ରକଳ୍ପଟି କୌଣସି ଗ୍ରାମବାସୀଙ୍କ କାମରେ ଲାଗୁନାହିଁ, ଗ୍ରାମବାସୀ ସେଥିପାଇଁ ଅନେକ ସମସ୍ୟାର ସମୁଖିନ ହେଉଛିନ୍ତି। ଏହି ବିଷୟକୁ ନେଇ ଆଜି ପଶ୍ଚିମ ଓଡ଼ିଶା ବିକାଶସେନା ଓ କେନ୍ଦ୍ରୟ ମାନବ ସଂଘଠନର ଜିଲ୍ଲା ସଭାପତି ଚକ୍ରାନ୍ତ ଜେନା ଏବଂ ଗ୍ରାମବାସୀ ମାନେ ଧାରଣ ଦେଇଥିଲେ। ତାଙ୍କର କହିବା କଥା ଜମି ଅଧିଗ୍ରହଣ ନ କରି ସରକାର କାହିଁକି ଏହି ପ୍ରକଳ୍ପ ଆରମ୍ଭ କରିଥିଲେ। ଜମି ମାଲିକ ଙ୍କୁ କ୍ଷତିପୁରଣ ନମିଳିବାରୁ ଜମି ମାଲିକ ଜମି ଛାଡୁନାହାନ୍ତି, ଯେତେ ଶୀଘ୍ର ଏହି ସମସ୍ୟାକୁ ସରକାର ସମାଧାନ ନକରିଛନ୍ତି ସେ ପର୍ଯ୍ୟନ୍ତ ଆମେମାନେ ଏଠି ଅନଶନରେ ବସିବୁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More