ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲାରେ ଚଳିତ ବର୍ଷ ଖରିଫ ଋତୁ ସକାଶେ ଚାଷୀଙ୍କ ଧାନ କ୍ରୟ କରିବା ପାଇଁ RMC ପକ୍ଷରୁ ସଚେତନତା ରଥ ଚାଷୀଙ୍କୁ ସଚେତନତା କରିବ କେବେ? ମଣ୍ଡିକୁ ଚାଷୀ କିପରି ଧାନ ଆଣିବ କେତେ ଟଙ୍କା କ୍ୟୁଣ୍ଟାଲ ପିଛା ରହିଛି କେବେ ମଣ୍ଡି ଖୋଲିବ ଚାଷୀଙ୍କୁ ସଚେତନତା କରିବା କଥା କିନ୍ତୁ ଚଳିତ ବର୍ଷ RMC ପକ୍ଷରୁ ସଚେତନତା କରାଗଲା ନାହିଁ ଜିଲ୍ଲାର ବିଭିନ୍ନ ବ୍ଲକରେ ସଚେତନତା କରିବା କଥା କିନ୍ତୁ ବିଭାଗ ପକ୍ଷରୁ ସଚେତନତା କରାଯାଉ ନାହିଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀଙ୍କ ସକାଶେ ଅର୍ଥ ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ବିଭାଗ ପକ୍ଷରୁ ସଚେତନତା କରାଯାଉ ନଥବାରୁ ସରକାରଙ୍କ ଲକ୍ଷ ଠାରୁ ବିଚ୍ୟୁତ କରାଯାଉ ଥିବାରୁ ଚାଷୀ ସଚେତନ ହୋଇ ପାରୁ ନଥିବା ଅଭିଯୋଗ ହେଉଛି। ଚାଷୀଙ୍କ ସକାଶେ ନୂତନ ସରକାର କ୍ୟୁଣ୍ଟାଲ ପିଛା ସହାୟତା ରାଶି ସହିତ 3100 ଟଙ୍କା କରିଥିବା ବେଳ ସରକାର ଖୁସି ଆଣିଥିବା ବେଳେ ଚାଷୀଙ୍କୁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରିବା କଥା ଏଥି ପ୍ରତି ସରକାର ଦୃଷ୍ଟି ଦେଲେ ଚାଷୀ ସଚେତନତା ହୋଇ ପାରିବେ ।