ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟରତ କର୍ମଚାରୀଙ୍କ ଦୀର୍ଘ ଦିନ ହେଲା ବଦଳୀ ହୋଇ ନଥିବା ଦେଖିବକୁ ମିଳିଛି। ବିଶେଷ କରି କ୍ଷେତ୍ର କର୍ମଚାରୀ ଦୀର୍ଘ ବର୍ଷ ହେବ ବଦଳୀ ହୋଇ ନାହିଁ ସେହି ପରି ଅଫିସରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ଦୀର୍ଘ ବର୍ଷ ହେଲା କର୍ଯ୍ୟରତ ଥିବାର ଦେଖିବାକୁ ମିଳିଛି। ଯାହା ଫଳରେ ସ୍ୱଚ୍ଛତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି? ପ୍ରକାଶ ଥାଉକି ସରକାରୀ ନିୟମ ଅନୁଯାୟୀ 3 ବର୍ଷ ହୋଇଗଲେ ବଦଳୀ ହେବା କଥା କିନ୍ତୁ କିଛି କର୍ମଚାରୀ 10 ବର୍ଷ ରୁ ଉର୍ଦ୍ଧ୍ବ ମଧ୍ୟ କାର୍ଯ୍ୟ କରୁଛନ୍ତି। ସରକାରୀ ନିୟମ କାର୍ଯ୍ୟକାରୀ ହେଉ ନାହିଁ। ଯାହା ଫଳରେ ସ୍ୱଚ୍ଛ ତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି? କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବକୁ ସାଧାରଣରେ ଦାବୀ ହେଉଛି।