କ୍ଵାରେଣ୍ଟାଇନ ନିୟମ ଭାଙ୍ଗିଲେ ନିସ୍ତାର ନାହିଁ : ରାଜ୍ୟ ସରକାରଙ୍କ କୋବିଦ-୧୯ ମୁଖପାତ୍ର ସୁବ୍ରତ ବାଗଚୀ

13

Get real time updates directly on you device, subscribe now.

ଭୁବନେଶ୍ଵର (ସଂଘର୍ଷ ମିଡିଆ ) ): କ୍ବାରେଣ୍ଟାଇନ (ସଙ୍ଗରୋଧ) କେନ୍ଦ୍ରରେ କୌଣସି  ବିଶୃଙ୍ଖଳାକୁ ଗ୍ରହଣ କରାଯିବ ନାହିଁ । ଯେଉଁମାନେ ଏପରି କାର୍ଯ୍ୟ କରିବେ ଓ ସଙ୍ଗରୋଧ ନିୟମ ପାଳନ ନ କରିବେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋବିଦ-୧୯ ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରବାସରୁ ଓଡ଼ିଶା ଫେରିିଥିବା ଲୋକଙ୍କୁ ଶୃଙ୍ଖଳିତ ଆଚରଣ କରିବା ଓ ମହାମାରୀ ସଙ୍କଟ ମଧ୍ୟରେ କିଛିଟା ତ୍ୟାଗ ସ୍ବୀକାର କରିବାକୁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଅବଗତ କରିବା ସହ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଥିବାରୁ ଏହାପ୍ରତି ଯତ୍ନବାନ ହେବାକୁ ସେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More