କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା ଅଭିଯୋଗ

22

Get real time updates directly on you device, subscribe now.

ମୟୁରଭଞ୍ଜ ( ସଂଘର୍ଷ ମିଡିଆ ) : ମୟୁରଭଞ୍ଜ ବେତନଟୀ ବ୍ଲକ ଅଁଳା ପଞ୍ଚାୟତ ଡମ୍ବରୁଡହ ସ୍କୁଲ କ୍ବାରେନଟାଇନ ସେଣ୍ଟରରେ ଅଘଟଣ ଘଟିଛି । ଡମ୍ବରୁଡହ ସ୍କୁଲ କ୍ବାରେନଟାଇନ ସେଣ୍ଟରରେ ଥିବା ଜଣେ ଅନ୍ତେବାସୀ ଆତ୍ମହତ୍ୟା କରିବା ଅଭିଯୋଗ ହୋଇଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More