କୋରାପୁଟ ଜିଲ୍ଲା ମୁଖ୍ୟାଳୟରେ ଚମକିଲେ ଦୁଇ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – କୋଟପାଡ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ସୀମା ଗୁପ୍ତା ୯୬.୪୦(cbse) ରେ ଜିଲ୍ଲା ରେ ପ୍ରଥମ ହୋଇଥିବାବେଳେ ଦ୍ବାଦଶ ଶ୍ରେଣୀରେ ଓମ୍ ଆରୀୟନ୍ ବିଶ୍ଵାଳ୯୫.୮୦ ନମ୍ବର ରଖି ଜିଲ୍ଲାରେ ପ୍ରଥମ ହୋଇ କୋଟପାଡ ମାଟିକୁ ଗୌରବନିତ୍ଵ କରିଛନ୍ତି। ଗତ ୨୦୧୯-୨୦ରେ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।ଏହି କୃତିତ୍ୱ ପାଇବା ପରେ ସରକାର ଙ୍କ ତରଫରୁ ସ୍ଵାଧୀନତା ଦିବସ ଦିନ ମୁଖ୍ୟ ଅତିଥି ଶ୍ରୀ ପ୍ରୀତି ରଂଜନ ଘଡେ଼ଇଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।ଉଭୟ ଛାତ୍ର ଛାତ୍ରୀ ଏହି ସଫଳତା ପାଇଁ ନିଜର ମାତା ପିତା ଓ ଶିକ୍ଷକ,ଶିକ୍ଷୟତ୍ରୀ ଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟ କ୍ରମରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହନ୍ତିଙ୍କ ସହ କୋରାପୁଟ ଜିଲ୍ଲା କୋଟପାଡ ଭବାନୀ ପଣ୍ଡାଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More