କେନ୍ଦ୍ରାପଡ଼ା ୱେବ୍ ସାମ୍ବାଦିକ ମାଢଖାଇଥିବା ଘଟଣାକୁ ନେଇ ଡିଜିଙ୍କ ଦ୍ଵାରସ୍ଥ ହେଲେ ଓଡ଼ିଶା ୱେବ୍ ସଂଘ

35

Get real time updates directly on you device, subscribe now.

କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ାର ଜୈନିକ ୱେବମିଡ଼ିଆର କାର୍ଯ୍ୟରତ ପ୍ରତିନିଧିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଲେଡି କନେଷ୍ଟବଳ ପିନୁ ନାୟକଙ୍କ ଚାପଡ଼ା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ଥିବା ବେଳେ, ଆଜି ରାଜ୍ୟ ୱେବ୍ ଓ ଡିଜିଟାଲ ସଂଘ ପକ୍ଷରୁ କଟକ ସ୍ଥିତ ଡ଼ିଜିଙ୍କ କାର୍ଯ୍ୟାଳୟରେ ଡିଜି ଅଭୟ ଶର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ୱେବ୍ ଓ ଡିଜିଟାଲ ମିଡ଼ିଆ ସଂଘର ସଭାପତି ଅମୁଲ୍ୟ କୁମାର ଜେନା ଓ କଟକ ସଂଘର ସଭାପତିଙ୍କ ସହିତ ବହୁତ ସାମ୍ବାଦିକମାନଙ୍କୁ ଦେଖିବାକୁ ମିଳିଛି।ଏ ପ୍ରେରିପେକ୍ଷିରେ ବରିଷ୍ଠ ସାମ୍ବାଦିକମାନେ ଆହୁରି କହିଛନ୍ତି ଯଦି ପନ୍ଦର ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତାହେଲେ ଆମେ ଏହି ଡ଼ିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବୁ। (ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More