କେନ୍ଦ୍ରାପଡ଼ାରେ ପଡିଲା ଚକାବନ୍ଦ ଡାକରାର ପ୍ରଭାବ

33

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ଅଖିଳ ଭାରତ କୃଷକ ସଙ୍ଘ ତରଫରୁ ଆଜି ସାରା ଭାରତରେ ଚକାବନ୍ଦ ଡାକରା ଦିଆଯାଇଛି । ଦିଲ୍ଲୀରେ ଚାଷୀ ସମସ୍ୟାକୁ ନେଇ ଆଜି ଦିନ 12.ଟା ରୁ ଦିନ 3.ଟା ପର୍ଯ୍ୟନ୍ତ ଚକାବନ୍ଦ ଡାକରା ଦିଆଯାଇଥିଲା । ଯାହାର ପ୍ରଭାବ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡ଼ା କଟକ ଚାନ୍ଦବାଲି ମୁଖ୍ୟ ରାସ୍ତା ଦୁହୁରିଆ ନିକଟରେ ରାସ୍ତା ଅବରୋଧ କରି ସମସ୍ତ କୃଷକ ଚକାବନ୍ଦ ଡାକରା ସାମିଲୀ ହୋଇଥିଲେ । ଏହି ଚକାବନ୍ଦ  ଡାକରାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ ଆମେ ପଚାରି ବୁଝିଥିଲୁ ଆଜିର ଚକାବନ୍ଦ ବିଷୟରେ । କେନ୍ଦ୍ରାପଡ଼ାରୁ ବିଜୟ କୁମାର, ଓ ଡେରାବିସି ରୁ ସର୍ବେଶ୍ୱର ମାଲିକଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More