କେନ୍ଦ୍ରାପଡ଼ାରେ ଅବକାରୀ ବିଭାଗର ଚଢାଉ

12

Get real time updates directly on you device, subscribe now.

କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ ) :  ଆଜି ସକାଳେ କେନ୍ଦ୍ରାପଡ଼ା ଅବକାରୀ ବିଭାଗର ଚଢାଉ କରିଛି। ଅବକାରୀ ବିଭାଗର ସବ ଇନସପେକ୍ଟର ସରୋଜ ବାଗ ଏବଂ ତାଙ୍କ ଷ୍ଟାଫଙ୍କ ମିଳିତ ଉଦ୍ୟମରେ କେନ୍ଦ୍ରାପଡ଼ାର ରାମନଗର, ପ୍ରଭାକରପୁର, ଠାକୁରପାଟଣା ଓ ୩ଜଣ ଆସାମୀଙ୍କୁ ଗିରଫ କରିବା ସହ ୧୫ ଲିଟର ଫରେନ ଲିଙ୍କର ସହ ଦେଶୀ ୦୫ ଲିଟର ଜବତ କରାଯାଇଛି ବୋଲି ଶ୍ରୀ ବାଗ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More