କୂଅରୁ ପୁଅକୁ ଉଦ୍ଧାର କରିବାକୁ ଯାଇ ମା’ ମୃତ

12

Get real time updates directly on you device, subscribe now.

ଢ଼େଙ୍କାନାଳ ( ସଂଘର୍ଷ ମିଡିଆ ) :  ସ୍ଥାନୀୟ ପରଜଙ୍ଗ ଥାନା ଅନ୍ତର୍ଗତ ତୋରଡ଼ାନାଳି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁ ଖେଳୁ ଅସାବଧାନତା ଯୋଗୁଁ କୂଅରେ ଖସି ପଡ଼ିଥିବା ଶିଶୁ ପୁତ୍ରକୁ ବଞ୍ଚାଇବାକୁ କୂଅକୁ ଡ଼େଇଁଲା ମା’ । ମାତ୍ର ଦୁର୍ଭାଗ୍ୟକୁ ନା ଛୁଆକୁ ମା’ ବଞ୍ଚାଇ ପାରିଲା ନା ନିଜେ ବଞ୍ଚି ପାରିଲା । କୂଅ ଭିତରେ ଉଭୟ ମା ଓ ଛୁଆ ମୃତ୍ୟୁବରଣ କରିଛନ୍ତି । ସ୍ଥାନୀୟ ଲୋକମାନେ ଉଭୟଙ୍କ ଶବକୁ କୂଅରୁ ଉଦ୍ଦାର କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More