କୁଷ୍ଠ ରୋଗୀଙ୍କ ସହ ସ୍ବାଧିନତା ଦିବସ ପାଳିଲେ ଲୋକ ଜନଶକ୍ତି ପାର୍ଟି

24

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) : – ୭୭ ତମ ସ୍ବାଧିନତା ଦିବସ ଉପଲକ୍ଷେ ରାଉରକେଲାର ଲୋକ ଜନଶକ୍ତି ପାର୍ଟି ପକ୍ଷରୁ ଦେଓଗାଁ ସ୍ଥିତ କୃଷ୍ଟ କଲୋନୀ ବସ୍ତିରେ ସ୍ବାଧିନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତୋଳନ ହୋଇଯାଇଛି,ଏଥିରେ ଲୋକ ଜନଶକ୍ତି ପାର୍ଟିର ଅଧକ୍ଷ ଶ୍ରୀଯୁକ୍ତ ପ୍ରସନ୍ନ ନାୟକ ପତାକା ଉତୋଳନ କରିବା ସଙ୍ଗେସଙ୍ଗେ କୃଷ୍ଚ ଲୋକ ମାନଙ୍କୁ ବିସ୍କୁଟ ବଣ୍ଟନ କରିବା ସହ ବସ୍ତି ବାସିନ୍ଦାଙ୍କ ସୁଖଦୁଃଖ ରେ ଅଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ,ଏହି ପବିତ୍ର ସ୍ୱାଧୀନତା ଦିବସ ରେ ଲୋକ ଜନଶକ୍ତି ପାର୍ଟିର ସଦସ୍ୟ – ମାଳତୀ ତାଣ୍ଡି,ବିଶ୍ଵ ଭୂଷଣ ମହନ୍ତ,ବିନୟ ଭୂଷଣ ପତି,ବିଷ୍ଣୁ ବେହେରା,ଜୟନ୍ତ ସାମଲ, ପ୍ରଦୀପ ମହାନ୍ତି,ଅଶୋକ ଆପଟ, ଓ ଜନଶକ୍ତି ପାର୍ଟିର ଅନେକ ସଦସ୍ୟ ଯୋଗଦାନ କରିବା ସହ ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More