କୁଜଙ୍ଗ ବାଲିଆ ମହିଳା ମହାସଂଘର ଟଙ୍କା ହଡପ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

30

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ବାଲିଆ ପଂଚାୟତର ମହିଳା ମହାସଂଘର ଲକ୍ଷାଧିକ ଟଙ୍କା ମହାସଂଘ ର ଏମବିକେ ହଡପ କରିଥିବା ନେଇ ବାଲିଆ ପଂଚାୟତ ର ଏସଏଚଜିର ସଦସ୍ୟ ମାନେ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ ଓଡିଶା ଜୀବିକା ମିଶନ ଜରିଆରେ ଏସଏଚଜି ମାନଙ୍କର ଉନ୍ନତି ନିମନ୍ତେ ସରକାରୀ ସ୍ତରରେ 25ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା ବାଲିଆ ମହିଳା ମହାସଂଘକୁ।ତେବେ ଏହି ଟଙ୍କାକୁ କାର୍ଯ୍ୟରେ ନଲଗାଇ ଏମବିକେ ସଭାପତି ଓ ସମ୍ପାଦକ ମାନଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ଉଠାଇ ହଡପ କରଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମନେ ଅଭିଯୋଗ କରିଛନ୍ତି।ଜିଲାପାଳ ଅଭି ଯୋଗ ପାଇ ଏହାର ତଦନ୍ତ 10ଦିନ ଭିତରେ ସରିବ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More