କାୟଳପଢା ପଞ୍ଚାୟତରେ ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

19

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ଆଜି କାୟାଳପଦା ପଞ୍ଚାୟତରେ ଗଣେଶ ପୂଜା ଅବସରରେ ଓଡିଶାର ସୁନାମ ଧନ୍ୟ ଗାୟିକା ଦିପ୍ତି ଲେଖାଙ୍କ ମେଲୋଡି ଗ୍ରୁପ ,”ଗୀତ ମିଳନ “ଦ୍ଵାରା କାର୍ଯକ୍ରମ ପରିବେଷଣ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଚୌଦ୍ଵାର କଟକ ଯୁବ ବିଧାୟକ ସୋଭିକ୍ ବିଶ୍ଵାଳ ଯୋଗ ଦେଇଥିଲେ,ଏହି ଅବସରରେ ସୋଭିକ ନିଜେ ମଞ୍ଚ ଉପରକୁ ଯାଇ ଏକ ଭଜନ ବୋଲିଥିଲେ। ଅନୁଷ୍ଠାନର ସମସ୍ତ ସଭ୍ୟ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରି ଥିଲେ। ପୂର୍ବତନ ସରପଂଚ ରଶ୍ମି ରଞ୍ଜନ ପ୍ରଧାନ ଅନୁଷ୍ଠାନ କରୋନା ପାଇଁ ସମସ୍ତ କାର୍ଯକ୍ରମ ୨ବର୍ଷ ହେବ ବନ୍ଦ ରଖିଥିଲେ। ଚଳିତ ବର୍ଷ ପୂର୍ବ ଭଳି କାର୍ଯକ୍ରମ ଅନୁଷ୍ଠାନ କରୁଥିବାରୁ ଗ୍ରାମର ସମସ୍ତ ମୂରବୀ,ଯୁବକ ମାନଙ୍କୁ ସାଧୁବାଦ୍ ଜଣାଇଥିଲେ। ଏହି କାର୍ଯକ୍ରମ ଦେଖିବା ପାଇଁ ଦୂର ଦୂରାନ୍ତରରୁ ଲୋକେ ଆସିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More