କାଳବୈଶାଖୀରେ ଉଡ଼ିଲା ଆଜବେଷ୍ଟସ

20

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲା-ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗି ଗ୍ରାମରେ ରବିବାର କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।କାଳବୈଶାଖୀ ଯୋଗୁଁ ଗ୍ରାମର ରମେଶ ଚନ୍ଦ୍ର ନାଏକ,ଚନ୍ଦ୍ରଶେଖର ନାଏକ ଓ ତରାଚିନ ନାଏକ ଙ୍କ ଘରର ଆଜବେଷ୍ଟସ ଉଡ଼ି ଯାଇଛି । ଏଥିସହ ଜିତୁ ମାଝୀ, ସାନ ମାଝୀ, ସିନ୍ଦାଗା ମାଝୀ, ସୋମନାଥ ଲୋହରା, ଲେଲି ମାଝୀ ଏବଂ ଗୁଂଜା ମାଝୀଙ୍କ ଘର କ୍ଷୟ କ୍ଷତି ହୋଇଛି । ବର୍ତ୍ତମାନ ସମସ୍ତ ପରିବାର ଲୋକେ ଅସହାୟ ଅବସ୍ଥାରେ ପଡିରହିଛନ୍ତି । ଏନେଇ ଏହାର ଅନୁସନ୍ଧାନ କରି କ୍ଷୟକ୍ଷତି ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More