କାର୍ତ୍ତିକ ପୂର୍ଣମୀ ଉପଲକ୍ଷେ ପୁରୁଣା କେରାଣ୍ଡୀରେ ନାମ ସଂକୀର୍ତ୍ତନ

19

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଶାଣି ବ୍ଲକର କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡୀ ଗ୍ରାମର ହନୁମାନ ମନ୍ଦିର ନିକଟରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଗ୍ରାମର ୱାଡ଼ ସଭ୍ୟ ସରୋଜ ଜେନା ଓ ଶ୍ରୀକାନ୍ତ ବରାଡ଼ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି। ଗ୍ରାମର ଯୁବ ଗୋଷ୍ଠୀ ଓ ଗ୍ରାମ ବାସୀ ଏହି ହରି ନାମ ସଂକୀର୍ତ୍ତନରେ ଯୋଗ ଦେଇ ସଂକୀର୍ତ୍ତନରେ ଭାଗ ନେଇଥିଲେ। କାର୍ତ୍ତିକ ମାସ ଏକ ପୁଣ୍ୟ ମାସ ହୋଇ ଥିବାରୁ ନାମ ସଂକୀର୍ତ୍ତନ ଗ୍ରାମ ପକ୍ଷରୁ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଗ୍ରାମର ରାଧା ଗୋବିନ୍ଦ ମଠର ମହନ୍ତ ମହାରାଜ ଦାମୋଦର ଦାସ ଯୋଗ ଦେଇ ହରି ନାମ ସଂକୀର୍ତ୍ତନରେ ଗ୍ରାମ ବାସୀଙ୍କୁ ଉତ୍ସ।ହିତ କରାଇଥିଲେ।ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଗ୍ରାମର ରାଧା ଗୋବିନ୍ଦ ସଂକୀର୍ତ୍ତନ ଦଳ ଯୋଗ ଦେଇ ଉତ୍ସ।ହିତ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More