କଳିଙ୍ଗାଘାଟିରେ ଲଗାତର ଦୁଇଟି ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ବସ୍ ରୁଟ୍ ପରିବର୍ତ୍ତନ ପାଇଁ ପରିବହନ ମନ୍ତ୍ରୀଙ୍କ ନିର୍ଦେଶ

13

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଫୁଲବାଣୀର କଳିଙ୍ଗାଘାଟିରେ ଲଗାତର ଦୁଇଟି ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ବସ ଡ୍ରାଇଭାମାନେ ଘାଟି ରାସ୍ତାରେ ଗାଡି ଚଳାଇବାରେ ଅଭ୍ୟସ୍ତ ନଥିବା କାରଣରୁ ଏହି ଦୁର୍ଘଟଣା ଘଟୁଥିବା ଜଣାପଡିଥିଲା । ଲଗାତର ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ ହେବାପରେ ଅନ୍ୟରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍ ଗୁଡିକର ମାର୍ଗ ପରିବର୍ତ୍ତନ କରିବାକୁ ନିର୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେ​‌ହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More