କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରଥଯାତ୍ରା ପ୍ରସ୍ତୁତି ବୈଠକ କଲେ ତହସିଲଦାର ବାସନ୍ତୀ ସେଠୀ

40

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ରିଷିଡା ପଞ୍ଚାୟତରେ ରାଜିବ ଗାନ୍ଧି ସେବାକେନ୍ଦ୍ର ଠାରେ କର୍ଲାମୁଣ୍ଡା ର ବିଭିନ୍ନ ପଞ୍ଚାୟତ ରେ ରଥଯାତ୍ରାର କମିଟି ଦୁଇ ଜଣ ଲେଖାଏଁ କର୍ମକର୍ତ୍ତା ଙ୍କଉପସ୍ତିତ ରହିବା ସହ କରୋନା କଟକଣାକୁ ନେଇ ଏକଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଶ୍ରୀ ଜଗନ୍ନାଥ କଲାସଂସ୍କୃତି ସଙ୍କୀର୍ତ୍ତନ ସେବା ବିକାଶ ପରିଷଦ କଲାହାଣ୍ଡି ଜିଲ୍ଲା ସଭାପତି ଶୁଶାନ୍ତ ମଲ୍ଲିକ ଙ୍କ ଆହ୍ବାନ କ୍ରମେ ଏକ ବୈଠକ ପରିଚାଳନା କରିଥିବା ବେଳେ ଏଥିରେ ମୁଖ୍ଯ ଅଥିତି ଭାବେ କର୍ଲାମୁଣ୍ଡା ତସିଲଦାର ଶ୍ରୀମତୀ ବାସନ୍ତୀ ସେଠୀ ଉପସ୍ତିତ ରହି ଓଡିଶାର ଆରାଧ୍ଯ ମହାପ୍ରଭୁ କାଲିଆ ଠାକୁର ଙ୍କ ମହିମା ଉପରେ ବର୍ଣ୍ଣନାକରି ପରିଶେଷରେ ସୁପ୍ରିମର୍କୋଟ ଓ ରାଜ୍ଯ ସରକାର ରଥଟଣା କୁ ନେଇ କରୋନା କଟକଣା ନିୟମ ଅନୁସାରେ ଗ୍ରାମାଞ୍ଚଳରେ ରଥଯାତ୍ରା ହେଇପାରିବ ନାହି ବୋଲି ବୁଝାଇ ଥିଲେ କେବଲ ପୁରି ରଥଯାତ୍ରା ହୋଇପାରିବ ଓ ଗ୍ରାମାଞ୍ଚଳ ନିତି କାନ୍ତି ପୂଜା ସେବକ ମଧ୍ଯରେ ସାମାଜୀକ ଦୁରତା ଓ ମାସ୍କ ପିନ୍ଦି ନିୟମ ମାନିଚଲିବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀମତୀ ବାସନ୍ତୀ ସେଠୀ ଏଥିରେ ଉପସ୍ତିତ ଥିଲେ ରିଷିଡା ଗ୍ରାମର ସରପଞ୍ଚ ଶ୍ରମତୀ ଶରସ୍ୱତୀ ମାଝୀ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ସରକାର ଓ ସୁପ୍ରିକୋର୍ଟ ଜାରିକରିଥିବା କଟକ ଣାକୁ ନେଇ ସମସ୍ତେ ନିୟମମାନି ଚଲିବାପାଇଁ ଅନୋରୋଧ କରିଛନ୍ତି ପରିଶେଷରେ ଗ୍ରାମ୍ୟ ଉନ୍ନୟନ ସଭାପତି ତଥା ସମାଜ ସେବୀ ପ୍ରେମାନନ୍ଦ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। କଳାହାଣ୍ଡି ଜିଲ୍ଲା ରୁ ଭିଷ୍ମ ସାହୁ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More