କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଠାରେ ଓବିସି, ଏସ୍‌ସି ଓ ଏସ୍‌ଟିର ଜନ ଗର୍ଜନ ସମାବେଶ

32

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : କଳାହାଣ୍ଡି ଜିଲ୍ଲାର ଓବିସି,ଏସ୍‌ସି,ଏସଟି ମିଳିତ ଆନୁକୂଲ୍ୟରେ ଆଜି ଧର୍ମଗଡ ଠାରେ ଜନ ଗର୍ଜନ ସମାବେଶ ରେଲି ଅନୁଷ୍ଠିତ ହୋଇଯାଇଛି।ଓବିସି,ଏସସି,ଏସଟି ସମାଜର ସାମ୍ବିଧାନିକ ଅଧିକାର କୁ ନେଇ ବିଭିନ୍ନ ଦାବି ଉପସ୍ଥାପନ କରାଯାଇ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡିଶା ମହିମ ରାଜ୍ୟପାଳ ଙ୍କ ନିକଟକରେ ଏକଦାବୀ କରାଯାଇଛି। ବିଶେଷ କରି ଏହି ବର୍ଗ ର ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା କ୍ଷେତ୍ର ରେ ସ୍ଵତନ୍ତ୍ର ଭାବେ ସାମ୍ବିଧାନିକ ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥାରଖିବା ସହ ରାଜନୀତି ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଆଇନ ବ୍ୟବସ୍ଥା କରିବାକୁ ଦାବିରେ ଉଲ୍ଲେଖ ରହିଛି।ଏପରିକି ଜାତିଗଣନା ସର୍ଭେ ସହ ତତ୍ ଅନୁଯାୟୀ ଆରକ୍ଷଣ ବ୍ୟବସ୍ଥା ରଖିବା ଭଳି ଦଶ ଦଫା ଦାବି ଉପସ୍ଥାପନ କରାଯାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More