କଳାହାଣ୍ଡିର ପାରମ୍ପରିକ ଵିଜୟ ଛତ୍ର ଯାତ୍ରାରେ ଭକ୍ତଙ୍କ ଗହଣରେ ମା ମାଣିକେଶ୍ଵରୀ

18

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : କଳାହାଣ୍ଡିର ପାରମ୍ପରିକ ଵିଜୟ ଛତ୍ର ଯାତ୍ରାରେ ଭକ୍ତଙ୍କ ଗହଣରେ ରାଜରାସ୍ତାରେ ମା ମାଣିକେଶ୍ଵରୀ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଖବର ମିଳିଛି । ଦୀର୍ଘ ୪କି.ମି ରାସ୍ତା ରକ୍ତ ରଞ୍ଜିତ ଭୋର ପାଞ୍ଚ ଘଣ୍ଟାରୁ ସହରର ଉପକଣ୍ଠରେ ଥିବା ଜେନା ଖାଲରୁ ଆରମ୍ଭ ହୋଇଛି। ଭବାନୀପାଟଣାରୁ ସଞ୍ଚିବ ରଥଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More