କଳସ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

19

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କପାସିରା ଗ୍ରାମରେ ହେବାକୁ ଥିବା କଲାସୀ ଯାତ୍ରା ପାଇଁ ସଭାପତି ଅଭିମନ୍ୟୁ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବର୍ଷ କିପରି ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ ଉକ୍ତ ଯାତ୍ରା ସେହି ଉପରେ ଆଲୋଚନା କରାଯାଇଥିବା ବେଳେ ଏବର୍ଷ ହେବାକୁ ଥିବା ଗ୍ରାମର କଳାକାର ମାନଙ୍କୁ ନେଇ ଅପେରା କିଏ ଭାଇ ବନ୍ଧୁ କିଏ କୁଟୁମ୍ବ କିପରି ସୁନ୍ଦର ଭାବରେ ହୋଇପାରିବ ସେହି ଉପରେ ଆଲୋଚନା ହୋଇଥିଲା।ଉକ୍ତ ସଭାରେ ସମ୍ପାଦକ ସୁରୁବାବୁ ସାହୁ,କୋଷାଧ୍ୟକ୍ଷ ଆଶିଷ ସେଠୀ ,ନାଟ୍ୟ ନିର୍ଦ୍ଦେଶକ ଅଞ୍ଜନ କୁମାର ପଟ୍ଟନାୟକ,ୱାର୍ଡ ମେମ୍ବର ବାବୁଲା କଲତା ଓ ସଦାନନ୍ଦ ମହାକୁଡ ଉପସ୍ଥିତ ଥିବା ବେଳେ ସଭ୍ୟ ନିର୍ମଳ ,ବଂଶୀ, ଅଗସ୍ତି, ପଲସ୍ତି, ଜିତେନ୍ଦ୍ର,ରବୀନ୍ଦ୍ର, ନରେଶ,ପ୍ରମୋଦ,ଶ୍ରୀବତ୍ସ, ପ୍ରତାପ, କ୍ଷେତ୍ର, ରିଭୁଙ୍କ ସହିତ ଗ୍ରାମର ଅନେକ ଲୋକ ଏହି ବୈଠକରେ ଯୋଗଦେଇଥିଲେ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More