କର୍ଳାମୁଣ୍ଡା ବ୍ଲକ ଅଞ୍ଚଳରେ ଚାଲିଛି ରନ୍ଧା ମଦର କାରବାର

16

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କର୍ଳାମୁଣ୍ଡା ବ୍ଲକ ଅଞ୍ଚଳରେ ଚାଲିଛି ରନ୍ଧା ମଦର କାରବାର । ଅବକାରୀ ବିଭାଗ ନୀରବ ଦ୍ରଷ୍ଟା । କର୍ଳାମୁଣ୍ଡା ବ୍ଲକର କେତେକ ଗ୍ରାମରେ ଚାଲିଛି ଦେଶି ରନ୍ଧା ମଦର କାରବାର ଏବଂ ଅବକାରୀ ବିଭାଗ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଚୋରା ହାତ ରନ୍ଧା ମଦ କାରବାର ବହୁଳ ଭାବରେ ଚାଲୁଥିବା ସୂଚନା ମିଳିଛି । ବିଭିନ୍ନ ଗାଆଁରେ ଚାଲିଛି ବେଆଇନ ହାତ ରନ୍ଧା ମଦର‌ କରାବାର ଓ ଏବଂ ଅବକାରୀ ବିଭାଗ ସାଜିଛି ନୀରବ ଦ୍ରଷ୍ଟା । ଅବକାରୀ ବିଭାଗ ସବୁ ଜାଣିଶୁଣି ନୀରବ ରହୁଛି ନା ଅବକାରୀ ବିଭାଗର ଅଧିକାରୀଙ୍କ ଅଜାଣତରେ ଏହା ହେଉଛି ତାହା ଉପରେ ସମସ୍ତଙ୍କ ନଜର ଓ ଭଲ ଭାବରେ ଜଣା ପଡ଼ୁଛି । ଅବକାରୀ ବିଭାଗ ଓ ରନ୍ଧା ମଦ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଚାଲିଥିବା ସୂଚନା ମିଳୁଛି ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ହେବେ କାର୍ଯ୍ୟନୁଷ୍ଠାନ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More