କର୍ମ ସମୟରେ ଚାପ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ

24

Get real time updates directly on you device, subscribe now.

ପାରଳାଖେମୁଣ୍ଡି-(ସଂଘର୍ଷ ମିଡିଆ) : – ଓଡିଆ ଭଣ୍ଡାରି ସାହିସ୍ଥିତ ନଗର ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ କର୍ମ କ୍ଷେତ୍ରରେ ଚାପ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏ.ଡି.ପି. ହେଚ୍.ଓ ଡ.ଆନନ୍ଦ ସାମନ୍ଡରାଏ, ଡ.ରବି କୁମାର ଦାସ,ପ୍ରାଣରଂଜନ ନାଏକ,ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ବିଚିତ୍ରାନନ୍ଦ ବେବର୍ତ୍ତା ମଂଚାସୀନ ହୋଇଥିଲେ।ଚାପର ପ୍ରକ୍ରିୟା ଓ ତାର ପ୍ରତିକାର ଉପରେ ଆଲୋକପାତ ବକ୍ତାମାନେ କରିଥିଲେ।ଏଥିରେ ଅବସରପ୍ରାପ୍ତ କର୍ମଚାରୀ ଯଥା:-ଅଶ୍ୱିନୀ କୁମାର ପାଢୀ,ଭାଗବତ ପାଢୀ,ଆଶାଲତା ପାଣିଗ୍ରାହୀ ସମେତ ୩୫ ଜଣ ଅଂଶଗ୍ରହଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More