କରୋନା ସଂକ୍ରମଣ ରୋକିବା ପାଇଁ ନେଇ ପୋଲିସ ପକ୍ଷରୁ ବ୍ୟାପକ ତନାଘନା

30

Get real time updates directly on you device, subscribe now.

ଗଞ୍ଜାମ ( ସଂଘର୍ଷ ମିଡିଆ ) : କରୋନା ସଂକ୍ରମଣ ରୋକିବା ପାଇଁ ନେଇ ପୋଲିସ ପକ୍ଷରୁ ବ୍ୟାପକ ଚେକିଙ୍ଗ ଚାଲିଥିବା ବେଳେ, ଅନ୍ୟପଟେ ଡାକ୍ତର ଟିମ ଘର ଘର ବୁଲି ଲୋକଙ୍କ ସ୍କାନ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲାର ରମ୍ଭା ଏନଏସିଂରେ । ଗଂଜାମ ଜିଲ୍ଲାରେ ପଜେଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଲକଡାଉନ ଲାଗୁକରିଥିବା ବେଳେ ଏହାକୁ କାର୍ଯ୍ୟକରିବା ପାଇଁ ତତ୍ପରତା ଦେଖାଇଛି ଜିଲ୍ଲାପ୍ରଶାସନ । ରାମ୍ଭା ଏନଏସି ରେ ଦୁଇଟି ପ୍ରବେଶ ଦ୍ୱାର ସିଲ କରିବା ସହ ପୋଲିସ ଟାଣ ଖରାରେ ପୋଲିସ କଡା ଚେକିଙ୍ଗ କରୁଥିବା ଦେଖାଯାଇଛି । ଖୋଦ ଆଇଆଇସି କୃଷ୍ଣ ଚନ୍ଦ୍ର ସେଠି ଖରାରେ ଉପସ୍ଥିତ ରହି ନିଜେ ଅନୁଧ୍ୟାନ କରିବା ସହ ସଚେତନତା କରୁଥିବା ଦେଖାଯାଇଛି । ଏନେଇ ଆଇଆଇସି ସେଠି ନିଜ ପ୍ରତିକ୍ରିୟା ରେ ଲକଡାଉନକୁ ନେଇ ପୋଲିସର ଟିମ ଗଠନ କରାଯାଇ ଅମାନୀୟଙ୍କୁ ସାବଡ଼ କରାଯାଉଥିବା କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More