କରୋନା ମୁକାବିଲା ପାଇଁ ଜୁନ୍ ମାସ ଗୁରୁତ୍ବପୂର୍ଣ୍ଣ: ସୁବ୍ରତ ବାଗ୍‌ଚୀ

47

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ପ୍ରଥମ କରୋନା ପଜିଟିଭ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲା। ଏବେ ରାଜ୍ୟରେ କରୋନା ସଂକ୍ରମଣ ଆସିବା ୩ ମାସ ଅତିକ୍ରମ କରିଛି। ଏ ଦୃଷ୍ଟିରୁ ଜୁନ ମାସ ହେଉଛି ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହି ମାସରେ ରାଜ୍ୟ କରୋନା ଯୁଦ୍ଧର ଚତୁର୍ଥ ପର୍ୟ୍ୟାୟରେ ପହଞ୍ଚିଛି। ଏବେ ଓଡ଼ିଶାକୁ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଏହାର ପ୍ରଭାବ କିଭଳି ରହିବ ତାହା ଆଗାମୀ ୧୫ ଦିନ ମଧ୍ୟରେ ଜଣାପଡ଼ିଯିବ। ଅପରପକ୍ଷରେ ଜୁନରେ ମୌସୁମୀ ଆସୁଥିବା ପୂର୍ବରୁ ସତର୍କ ରହିବାକୁ ପଡ଼ିବ। ତେଣୁ ଓଡ଼ିଶା ପାଇଁ ଜୁନ୍‌ ମାସଟି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ତେଣୁ କରୋନା ମୁକାବିଲା ପାଇଁ ଜୁନ ମାସ ହେଉଛି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More