କରୋନା ପାଇଁ ଫିକା ପଡ଼ିଲା ମା’ଲକ୍ଷ୍ମୀଙ୍କ ପୂଜା

25

Get real time updates directly on you device, subscribe now.

ଭଦ୍ରକ( ସଂଘର୍ଷ ମିଡିଆ ) : କୋଭିଡ଼-୧୯ର ଭୟାଭହତାକୁ ଆଖି ଆଗରେ ରଖି ସରକାର ବିଭିନ୍ନ କାର୍ଯ୍ୟକ୍ରମରେ ଅଙ୍କୁଶ ଲଗାଇଥିବା ବେଳେ ଏଥିରୁ ପୂଜା ପର୍ବ ମଧ୍ୟ ବାଦ ପଡ଼ି ନାହିଁ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆରମ୍ଭ ହୋଇଥିବା ପ୍ରସିଦ୍ଧ ‘ଲକ୍ଷ୍ମୀନାରାୟଣ’ ପୂଜା ଅନ୍ୟତମ । ଭଦ୍ରକର ବିଭିନ୍ନ ସ୍ଥାନରେ ମା ଲକ୍ଷ୍ମୀଙ୍କ ପୂଜା ରାତିରେ ଅନୁଷ୍ଠିତ ହୋଇଯାଇଛି । କଚେରୀ ବଜାରରେ ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଥିବା ‘ଲକ୍ଷ୍ମୀନାରାୟଣ’ ପୂଜାକୁ ଏକରକମ ଫିକା କରି ଦେଇଛି । ସେହିପରି ସନ୍ଥିଆର ନୀଳକଣ୍ଠପୁର ଦୂର୍ଗାପୂଜା କମିଟି ପକ୍ଷରୁ ମାଁଙ୍କ ପୂଜା କେବଳ ରିତିନିତି ଅନୁଯାୟୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥର କରୋନା କଟକଣା ଓ ପ୍ରାଶାସନର ଗାଇଡ଼ଲାଇନ ଅନୁସାରେ ନିରାଡ଼ମ୍ବର ଭାବେ ପାଳିତ ହେଉଥିବା ପୂଜା ଆଗାମୀ ବର୍ଷ ଦେବୀଙ୍କ କୃପାରୁ ମହାମାରୀରୁ ଦେଶ ତଥା ରାଜ୍ୟବାସୀଙ୍କୁ ରକ୍ଷା କରି ତାର ପୂର୍ବ ଆକର୍ଷଣ ଫେରି ପାଇବ ବୋଲି ଆଶା ରଖିଛନ୍ତି କମିଟିର ସଦସ୍ୟ ମାନେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More