କମିଶନରେଟ୍ ପୁଲିସର କଡ଼ା ଚେତାବନୀ, ଗଜାନନଙ୍କ ବିକୃତ ମୂର୍ତ୍ତି ତିଆରି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

16

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – କମିଶନରେଟ୍ ପୁଲିସର କଡ଼ା ଚେତାବନୀ । ଗଜାନନଙ୍କ ବିକୃତ ମୂର୍ତ୍ତି ତିଆରି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ଆସିଲେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ । ପାର୍ବଣ ପୂର୍ବରୁ କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୁଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More