କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ବଜାରରେ ଏକ ଦୋକାନରେ ଜଳଖିଆ କରୁଥିବା ସମୟରେ ଗୋବିନ୍ଦ ପ୍ରଧାନ ଘର ବାଣ ପୁର ଅସୁସ୍ଥ ଅନୁଭବ କଲେ। ତାଙ୍କୁ ସଙ୍ଗେ ସଙ୍ଗେ ଅଡ଼ଶପୁର ମେଡିକାଲ ସାଥି ଶ୍ରମିକମାନେ ନେଇଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଛନ୍ତି ।ସକାଳୁ କିଛି ଶ୍ରମିକ କଣ୍ଟାପଡା ମାଟି କାମ କରିବାକୁ ଆସିଥିଲେ। କାମ ନହେବାରୁ ଫେରିବା ବାଟରେ ଜଳଖିଆ କରିବାବେଳେ ଘଟଣାଟି ଘଟିଥିଲା। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।