କଣ୍ଟାପଡାରେ ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ ମେଳି

17

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା କଣ୍ଟାପଡା ପଞ୍ଚାୟତ ରେ ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେଵ ନନ୍ଦଙ୍କ ଅଧ୍ୟକ୍ଷତାରେ କୃଷକ ମାନଙ୍କୁ ଏକାଠି କରି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚାଷୀମାନେ କିଭଳି ଅଗାମିଦିନରେ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରିବେ,ପ୍ରତ୍ୟେକ ସରକାରୀ ଜାଗାରେ ଚାଷୀଙ୍କୁ ସନମାନ,ଚାଷୀମାନଙ୍କୁ ପେନସନ ଦେବାର ବ୍ୟବସ୍ଥା ଦିଗରେ ନବ ନିର୍ମାଣ କୃଷକ ସଙ୍ଗଠନ ସରକାରଙ୍କ ନିକଟରେ ଦାବି ରଖିବ ବୋଲି ଆଲୋଚନା କରିଥିଲେ। ଅକ୍ଟୋବର14 ତାରିଖରେ ନବ ନିର୍ମାଣ କୃଷକ ସଙ୍ଗଠନ ଆହ୍ୱାନ ଦେଇଛି ରାଜ୍ୟର କୋଣ ଅନୁକୋଣରୁ ଚାଷୀ ଏକାଠି ହୋଇ ଚଣ୍ଡିଖୋଲରୁ ଭୁବନେଶ୍ୱରକୁ ପଦଯାତ୍ରା କରିବେ ବୋଲି ଆଲୋଚନା କରିଥିଲେ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନ ଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More