କଟକ ସହରରେ କାୟା ମେଲାଉଛି କରୋନା

13

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଏପ୍ରିଲ ମାସରେ ସହରରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜିପର୍ଯ୍ୟନ୍ତ କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରୁ ୨୨୯ ଜଣ ପଜିଟିଭ ଚିହ୍ନଟ ହୋଇସାରିଲେଣି। ଏଥିମଧ୍ୟରେ ସରକାରୀ ସଙ୍ଗରୋଧ କେନ୍ଦ୍ର, ଗୃହ ସଙ୍ଗରୋଧ କେନ୍ଦ୍ର ଏବଂ ଲୋକାଲ କେସ୍‌ ରହିଛି। ଲୋକାଲ କେସ୍‌ ଯଦି କ୍ରମାଗତ ଭାବେ ବୃଦ୍ଧି ପାଏ ତେବେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More