କଟକ ଜିଲ୍ଲା ଗୋବିନ୍ଦପୁର ପଂଚାୟତ ୯ ନମ୍ବର ୱାର୍ଡ ଲୋକେ ରାସ୍ତା ପାଇଁ ହନ୍ତସନ୍ତ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ସିରସୁନ୍ଦରପୁର ଗ୍ରାମ ନଅ ନମ୍ବର ୱାର୍ଡରେ ରାସ୍ତା ପାଇଁ ଲୋକେ କାଦୁଅ ପଙ୍କରେ ଯାଉଛନ୍ତି।ଅସରାଏ ବର୍ଷା ହେଲେ ଲୋକେ ଘରୁ ବାହାରକୁ ଯାଇପାରୁ ନାହାନ୍ତି।ଛୋଟ ପିଲା ରାସ୍ତା ସମସ୍ୟା ପାଇଁ ସ୍କୁଲକୁ ଯିବାକୁ ମଙ୍ଗୁ ନାହାନ୍ତି।ରୋଗୀଟିଏ ମେଡିକାଲ ଯିବାକୁ ଅସୁବିଧା ଭୋଗୁଛନ୍ତି ଓ 108 ରୋଗୀଙ୍କ ପାଖରେ ଠିକ ସମୟରେ ପହଂଚି ପାରୁ ନାହିଁ।ସମାଜସେବୀ ଅଭିମନ୍ୟୁ ମଲ୍ଲିକ ଗାଁ ଲୋକଙ୍କ ପାଖରେ ପହଂଚି ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଗ୍ରାମବାସୀ କାଦୁଅ ରାସ୍ତାରେ ଗଡି ପ୍ରତିବାଦ କରିଥିଲେ । ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିବେବୋଲି କହିଥିଲେ। ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ ଉପକୃତ ହେବେ। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More