କଟକ ( ସଂଘର୍ଷ ମିଡିଆ ) : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ତରଫରୁ ପ୍ରତିବର୍ଷ ପରି ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ,ରାମଧୁନ ଗାନ ଓ ସର୍ବୋ ପରି ନିଶା ବିରୋଧୀ ବାର୍ତା ଓ ସଚେତନତା ପାଇଁ ଏକ ପଦଯାତ୍ରା କାର୍ଯ୍ୟକ୍ରମ( ରାମକୃଷ୍ଣ ନନ୍ଦ ପାଠାଗାର ଠାରୁ ବ୍ଲକ ପରିସର ପର୍ଯ୍ୟନ୍ତ) କରାଯାଇହିଲା । ଏହି ପଦଯାତ୍ରାରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନରେ ଆବାହକ ଓ କେନ୍ଦ୍ରୀୟ ସଦସ୍ୟ ପ୍ରିୟନାଥ ଆଚାର୍ଯ୍ୟ,ଲଲାଟେନ୍ଦୁ ପାତ୍ର, ପ୍ରକାଶ ନନ୍ଦ, ଆତିଶ କୁମାର ରାଉତ,ସୁରେଶ ପ୍ରଧାନ,ମଦନ ମୋହନ ବେହେରା,ସୁରେନ୍ଦ୍ର ମହାପାତ୍ର,ବସନ୍ତ କୁମାର ମଲ୍ଲିକ,ମିଲି ଲତା ବେହେରା,ଦୀପ୍ତିମୟୀ ଜେନା,ଶଙ୍କର ବେହେରା,ରମଣ ରଞ୍ଜନ ମୁଦୁଲି,ସମୀର ପ୍ରସାଦ ଦାସ, ଗୁରୁ ପ୍ରସାଦ ବେହେରା,ଅକ୍ଷୟ କୁମାର ଭୋଇ,ସନ୍ତୋଷ ପ୍ରଧାନପ୍ରମୁଖ ଯୋଗଦାନ କରିଥିଲେ। କଣ୍ଟାପଡାରୁ ରିପୋର୍ଟେର ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।