କଟକ ଗ୍ରସ୍ତରେ 5T ସଚିବ ଭି କେ ପାଣ୍ଡିଆନ

18

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ ) : କଟକ ଗ୍ରସ୍ତରେ 5T ସଚିବ ଭିକେ ପଣ୍ଡିଆନ, କଟକ ଏସ ସିବି ବଡ଼ ମେଡ଼ିକାଲ, ତାଳଦଣ୍ଡା କେନାଲ କିଭଳି କାମ ଚାଲିଛି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସ ସିବି ବଡ଼ ମେଡ଼ିକାଲକୁ ଏମ୍ସ ପ୍ଲସ୍ କରିବା ପାଇଁ ସମସ୍ତ କାଯ୍ୟ ଜୋର ସୋର ଜାରିଅଛି । ତାଳଦଣ୍ଡା କେନାଲ ର ସୌନ୍ଦର୍ଯ୍ୟ କରଣ କାଯ୍ୟ କୁ ମଧ୍ୟ ତଦାରଖ କରିଥିଲେ 5T ସଚିବ।କାମ କେତେ କଣ ସରିଛି,କଣ କଣ କାମ ଚାଲିଛି ,କେତେ ଦିନ ଭିତରେ ସମ୍ପୂର୍ଣ୍ଣ କାମ ସରିବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସାଙ୍ଗ ରେ ଥିଲେ କଟକ ଜିଲ୍ଲାପାଳ, କଟକ ଡିସିପି, cda ର development authority ଚେୟାରମ୍ୟାନ ,ସିଏମସି କମିଶନର, ଓ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More