କଟକରେ ଚିନ୍ତା ବଢ଼ାଇଲାଣି କାରୋନା

13

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ସହରରେ ଏହାର ପ୍ରଭାବ କମ୍ ରହିଥିଲାବେଳେ ଏବେ କାୟାବିସ୍ତାର କରିବାରେ ଲାଗିଲାଣି ଲୋକଲ କେସ୍। ଯାହା ଏବେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। କଟକରେ ପୂର୍ବରୁ ପଟ୍ଟାପୋଲ,ସିଡିଏ ୯,ରାଣୀହାଟ ମାଳି ସାହି,ରାଉସା ପାଟଣା ଅଞ୍ଚଳମାନଙ୍କରେ କୋଭିଡ୍ ରୋଗୀ ବାହାରିବାପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା।କିନ୍ତୁ ଆଜି ଶଙ୍କରପୁର ପରିଡା ସାହି ଓ ଖଟବିନ୍ ସାହିର ବାରି ଲେନ୍ ରେ ଅଧିକ ସଂଖ୍ୟକ ପଜିଟିଭ ବାହାରିବା ଫଳରେ ବର୍ତ୍ତମାନ ଏହା ଚିନ୍ତାର ବିଷୟ ପାଲଟିଛି। ଯାହାଫଳରେ ଖଟବିନ ସାହିର ବାରି ଲେନ୍ ରେ ଆଜି କଟକ ମହାନଗର ନିଗମ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବୋଲି କହିଛନ୍ତି କମିଶନର ଅନନ୍ୟା ଦାସ। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More