କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କରୋନାରେ ଆକ୍ରାନ୍ତ

12

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କଟକ-ବାରବାଟୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ସୁସ୍ଥ ଅଛନ୍ତି, କିନ୍ତୁ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସଙ୍ଗରୋଧରେ ରହିଛନ୍ତି । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More