ରାଉରକେଲା (ସଂଘର୍ଷ ମିଡିଆ ) : ଅଦ୍ୟ ତା ୨୯.୦୬.୨୦୨୧ ରିଖ ଦିନ ରାଉରକେଲା ଛାତ୍ର କଂଗ୍ରେସ ତରଫରୁ ସୂର୍ଯ୍ୟକାନ୍ତ ବାରିକଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭେକ୍ସିନ ଓ ଭେକ୍ସିନ ସେଣ୍ଟର ରେ ଫୋଟୋ ରାଜନୀତି କୁ ତୀବ୍ର ବିରୋଧ କରିଚନ୍ତି ଓ କୋଭିଡ ଆକ୍ରାନ୍ତ ରେ ଯେଉଁ ଲୋକମାନେ ନିଜ ଜୀବନ ହରେଇଛନ୍ତି ତାହା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ବେଦବ୍ୟାସ ଘାଟ ସ୍ୱର୍ଗଦ୍ୱାର ଠାରେ ଫୋଟୋ ଲଗାଗଲା।ଏହି ବିରୋଧ ପ୍ରଦର୍ଶନ ସମାରୋହରେ ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ଶ୍ରୀ ପ୍ରବୋଧ ଦାସ,ପୂର୍ବତନ କଂଗ୍ରେସ ଜିଲ୍ଲା ଉପାଦକ୍ଷ ଶ୍ରୀ ବାସୁଦେବ ବାନାର୍ଜୀ,ସଦାବ ଅହମଦ,ଶିବୁ ଦୀପ,ଏମ.ଏସ ଭୋଇନା,ସୁଶୀଲ କୁମାର ରଣା,ମନୋରଞ୍ଜନ ଦାସ, ସେଖ ସାକିର,ଲକି ମହାନ୍ତି,ସିଲୁ ବରାଳ ଉପସ୍ଥିତ ଥିଲେ। ରାଉରକେଲା ରୁ କ୍ୟାମେରାମ୍ୟାନ ମୃତୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନିୟୁଜ ।