ଓଡିଶା ପ୍ରସିଦ୍ଧ ଖୋର୍ଦ୍ଧା ଜିଲା ଜଟଣୀରେ ଗଣେଶ ପୂଜା ଭସାଣି ଧୂମଧାମରେ ପାଳିତ

18

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ ) : ସରିଲା ଖୋର୍ଦ୍ଧା ଜିଲା ଜଟଣୀର ଗଣ ପର୍ବ ତଥା ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା 2022 , ଯୋଗଦେଲେ ସମସ୍ତ ଦଳର ନେତା । ଜଟଣୀର ବିଭିନ୍ନ ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ବିଘ୍ନରାଜ ଗଣେଶ ମହାପ୍ରଭୁ 11 ଦିନ ଧରି ପୂଜା ପାଇବା ପରେ ଗତକାଲି ସନ୍ଧ୍ୟାରେ ହୋଇଥିଲା ଭସାଣି ପର୍ବ । ଏହି ଅବସରରେ ଯୋଗଦେଇଥିଲେ ଜଟଣୀର ସବୁ ଦଳର ନେତା । ଏହି ଭାଷାଣି ପର୍ବରେ ସୁର ରାଉତରାୟ, ବିଧାୟକ ଜଟଣୀ , ବିଭୁତି ବଳବନ୍ତରାୟ , ପୂର୍ବତନ ବିଧାୟକ, ଜଟଣୀ, ଅନନ୍ତ ବେହେରା,ପୌରାଧକ୍ଷ ,ଜଟଣୀ,ବିଶ୍ୱରଞ୍ଜନ ବଡ଼ଜେନା, ବିଜେପି ନେତା ,ଜଟଣୀ ଏବଂ ସନ୍ତୋଷ ଜେନା, ସମାଜସେବୀ,ଜଟଣୀ ପ୍ରମୁଖ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More