ଓଡିଶାରେ ସୁସ୍ଥ ହେଲେ ୧୪୬ କରୋନା ଆକ୍ରାନ୍ତ ; ମୋଟ ସୁସ୍ଥଙ୍କ ସଂଖ୍ୟା ୨,୮୫୪

14

Get real time updates directly on you device, subscribe now.

ଭୁବନେଶ୍ଵର ମ ( ସଂଘର୍ଷ ମିଡିଆ ) : ରାଜ୍ୟରେ ସୋମବାର ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୫୪ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More