ଓଡ଼ିଶା ସାମ୍ୱାଦିକ ସଂଘ (ଓଜେୟୁ) ତରଫରୁ ନୂତନ ଏସପିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ଓଡ଼ିଶା ସାମ୍ୱାଦିକ ସଂଘ ନବରଙ୍ଗପୁର ତତଫରୁ ଆଜି ଜିଲ୍ଲାର ନୂତନ ଏସପି ଏସ. ସୁଶ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସାକ୍ଷାତକାର ବେଳେ ସଂଘର ରାଜ୍ୟ ସଂପାଦକ ତଥା ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ ଉପ ସଭାପତି ଜାନକୀ କାନ୍ତ ବିଷୋୟୀ, ରଞ୍ଜନ ପଟ୍ଟନାୟକ, ସହ ସଂପାଦକ ବେଣୁ ଗୋପାଳ ରାଓ, କୋଷାଧ୍ୟକ୍ଷ ଶିବ ଶଙ୍କର ତ୍ରିପାଠୀ, ଉପଦେଷ୍ଟା ଭାଗିରଥି ମଲ୍ଲିକ, ପରବିନ୍ ଗୁପ୍ତା, ସରୋଜ ସିଂ, ଶିବ ବିଷୋୟୀ, ବସନ୍ତ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ଏସପି ଙ୍କ ସହ ଜିଲ୍ଲା ସାମ୍ବାଦିକଙ୍କ ସମସ୍ୟା, ଟ୍ରାଫିକ ବ୍ୟବସ୍ଥା, ଚୋରି, ରାହାଜାନୀ ଓ ବିଭିନ୍ନ ଥାନାରେ କିପରି ସରଳ ନିରୀହ ଲୋକେ ନ୍ୟାୟ ପାଇବେ ସେ ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି ସାକ୍ଷାତକାରରେ ଖୁସି ପ୍ରକଟ କରିଛନ୍ତି ନୂତନ ଏସପି ମୋହାଦୟା।ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More