ଓଡ଼ିଶା ମୋ ପରିବାର ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

311

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଓଡ଼ିଶା ମୋ ପରିବାର ଓ ବିଜୁ ଛାତ୍ର ଜନତା ଦଳ ପୁରୀ ନଗର ଶାଖାର ମିଳିତ ସହଯୋଗରେ ପୁରୀ ଆୟୁର୍ବେଦିକ ମହାବିଦ୍ୟାଳୟ କନଫରେନ୍ସ ହଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ 106ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ୍ ଖୁଣ୍ଟିଆ, ବରିଷ୍ଠ ସେବାୟତ ଶ୍ରୀଯୁକ୍ତ ରାମକୃଷ୍ଣ ଦାସମହାପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଦିବାକର ପାତ୍ର, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଭକ୍ତ ଚରଣ ଦାସ, ରବିଶଙ୍କର ପ୍ରତିହାରୀ, ପୁରୀ-ନିମାପଡ଼ା କୋ-ଅପରେଟିଭ ବ୍ୟାଙ୍କର ସଭାପତି କିଶୋର ଛୋଟରାୟ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନାରାୟଣ ସ୍ୱାଇଁ, ନଗର ବିଜୁ ଛାତ୍ର ସଭାପତି ସାଗର ପାତ୍ର, ପ୍ରିତମ ଜଗଦେବ, ସରକାରୀ ଓକିଲ ବିଜୟ ମିଶ୍ର, ରବିନାରାୟଣ ପ୍ରଧାନ, ଓକିଲ ସଙ୍ଘ ସମ୍ପାଦକ ବିଭୂତି ଭୂଷଣ ତ୍ରିପାଠୀ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାପତି ହରେକୃଷ୍ଣ ସୁଆର, ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି ସୁନୀଲ ମହାନ୍ତି, ପୁରୀ ଅର୍ବାନ ବ୍ୟାଙ୍କର ପ୍ରାକ୍ତନ ନିର୍ଦ୍ଦେଶକ ଅନନ୍ତ ପ୍ରଧାନ, ମହିଳା ନେତ୍ରୀ ଅରୁଣିମା ନନ୍ଦ, ସ୍ୱଦେଶ ସିଂହ, ବିଶ୍ୱନାଥ ପ୍ରଧାନ ଓ ସୋମନାଥ ସାହୁ ଯୋଗ ଦେଇଥିଲେ । ଉକ୍ତ ରକ୍ତଦାନ ଶିବିରକୁ ଓଡ଼ିଶା ମୋ ପରିବାରର ପୁରୀ ଜିଲ୍ଲା ସହ-ସଂଯୋଜକ ଭଗବାନ ପଢ଼ିଆରୀ ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More