ଓଡ଼ିଶା ଡ୍ରାଇଭର ମହାସଂଘ ତେଶୀଙ୍ଗା ଶାଖା ପକ୍ଷରୁ ଡ଼୍ରାଇଭର ଦିବସ ପାଳିତ

19

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ଓଡ଼ିଶା ଡ୍ରାଇଭର ମହାସଂଘ ତେଶୀଙ୍ଗା ଶାଖା ପକ୍ଷରୁ ଡ଼୍ରାଇଭର ଦିବସ ପାଳିତ ହୋଇଯାଇଛି। ସେପ୍ଟେମ୍ୱର ୧ ତାରିଖ କୁ ଡ୍ରାଇଭର ଦିବସ ଭାବେ ଓଡ଼ିଶା ଡ୍ରାଇଭର ମହାସଂଘ ପାଳନ କରି ଆସୁଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଳା ଭଣ୍ଡାରି ପୋଖରୀ ତେଶୀଙ୍ଗା ଶାଖା ଡ୍ରାଇଭର ସଂଘର ସଭାପତି ଚନ୍ଦନ ଜେନା ଙ୍କ ନେତୃତ୍ଵରେ ସମ୍ପାଦକ ମନୋଜ ପାତ୍ରଙ୍କ ସହ ସମସ୍ତ ଡ୍ରାଇଭର ସଦସ୍ୟ ବିଶ୍ଵଳ ଛକ ସ୍ଥିତ ଶିବ ମନ୍ଦିରରେ ସନ୍ଧ୍ୟା ସମୟରେ ଏକତ୍ରିତ ହୋଇ ସଭାପତି ଓ ସମ୍ପାଦକ ହାତରେ କେକ କାଟି ବାଣ ଫୁଟାଇ କେକ୍ ମୁହଁରେ ବୋଳାବୋଳି ହୋଇ ଦିନଟିକୁ ଖୁସି ମନାଇ ଥିଲେ। ଏ ନେଇ ସଭାପତି ସମସ୍ତ ସଭ୍ୟ ମାନଙ୍କୁ ଏକତ୍ରିତ ହୋଇ ରହିବା ସାହାଯ୍ୟ ସହଯୋଗ ଓ ଭାଇଚାରା ବନାଇ ରଖିବା ଏବଂ ପ୍ରତିବର୍ଷ ଉତ୍ସବକୁ ପାଳନ କରିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More