ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ,ପାରଳାଖେମୁଣ୍ଡି ଶାଖା ଆନୁକୁଲ୍ୟରେ ଜରୁରୀ ବୈଠକ ଅନୁଷ୍ଠିତ

42

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) :- ଆଜି ଅପରାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ସଂଘର ସଭାପତି ଅଶ୍ୱିନୀ ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇସାରିଛି। ସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଂଘର ଆଭିମୁଖ୍ୟ ଏବଂ ଜିଲ୍ଲl ର କେତୋଟ ସଫଳ ପଦକ୍ଷେପ ସମ୍ପର୍କରେ କହିବା ପରେ, ସମ୍ପାଦକ ସୁରେଶ ବେହେରା ଚଳିତ ମାସରେ ୧୧ ଅକ୍ଟଟବର୍ ୨୩ ଦିନ ଭୁବନେଶ୍ଵର ଅନୁଷ୍ଠିତ ହେବାକୁଥିବା ପେନ୍ସେନର ମହା ସମାବେଶ (ଭୁବନେଶ୍ୱର)ପାଇଁ ଆମ ଜିଲ୍ଲାରୁ ୩୦ରୁ ଅଧିକ ସେବାନିବୃତ୍ତ ପେନସନର ଯୋଗ ଦେବା ତାଲିକା ପ୍ରସ୍ତୁତ କରାଯାଇଥିଲା। ସେଠାରେ ୯ଦଫା ଦାବି ନେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାଜ୍ୟ ମହାସଂଘର ଦାବିଗୁଡିକ ଯଥାର୍ଥତାକୁ ଲକ୍ଷ୍ୟ ରଖି ଏହି ସମାବେଶର ପ୍ରସ୍ତୁତି ବୈଠକରେ ବହୁ ସଂଖ୍ୟାରେ ପେନସନ ଭୋଗୀ ଯୋଗଦେଇଥିଲେ । ଶେଷରେ ସଂଘର ଉପ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More